କର୍ଚ୍ଚରିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଚ୍ଚରିକା
ଉଚ୍ଚାରଣ: Karchcharikā

ସଂ. ବି (କର୍ଚ୍ଚର+ଇକ+ସ୍ତ୍ରୀ. ଆ; ସଂଭବତଃଏହାର ବର୍ଣ୍ଣ ହରିତାଳ ପରି ଥିବାରୁ) —

ପୁରଦିଆ ଘୃତ— ପକ୍ବ ପିଷ୍ଟକବିଶେଷ; କଚୁରୀ —A kind of vegetable sandwich cake fried in ghee.