କଳାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାଇ
ଉଚ୍ଚାରଣ: Kaḻāi
আটা; হালা गटठा; पुला

ଦେ. ବି —

କିଆରିରୁ କଟା ହୋଇ ବନ୍ଧା ହୋଇଥିବା ଧାନ— ବିଡ଼ା; ଧାନହଳା —A sheaf of harvested paddy- plants.