କଳାଧାତୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାଧାତୁରା
ଉଚ୍ଚାରଣ: Kaḻādhāturā
কালাধাতুরা कालाधतुरा

ଦେ. ବି (ସଂ. କାଳ+ଧୂସ୍ତୂର) —

ବାଇଁଗଣୀ ରଙ୍ଗର ଫୁଲ ଓ କଳା ଡେମ୍ଫବିଶିଷ୍ଟ ଧାତୁରା ଗୁଳ୍ମ (ଧାତୁରା ଦେଖ) —The violet-flowered variety of Thorn-apple plant; Datura Fastuasa.