କଳାଲୁଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳାଲୁଣ
ଉଚ୍ଚାରଣ: Kaḻāluṇa
কাললুন कालानमक ସଂ. ପର୍ୟ୍ୟାୟ:—ନୀଳ; କା଼ଚୋତଭବ; କାଚସୌବଳ; କୃଷ୍ଣଲବଣ

ଦେ. ବି. (ସଂ. କାଳ+ଲବଣ) —

ଏକ ପ୍ରକାର କୃଷ୍ଣବର୍ଣ୍ଣ ଖନିଜ ଲବଣ —Black salt.

[ଦ୍ର—ଏହା ପଞ୍ଚଲବଣ ମଧ୍ୟରୁ ଏକତମ]