କଶାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଶାଇ
ଉଚ୍ଚାରଣ: Kaṡāi
কসাই

ଦେ. ବି—(ସଂ. କପିଶା) —

ମେଦିନୀପୁରର ନଦୀବିଶେଷ; କଂସାଇ ନଦୀ —The Kaṁsāi river in Midnapur.

(ଯଥା—ଏହା ପୁରୁଲିଆ ଅ଼ଞ୍ଚଳରୁ ବାହାରି ବଙ୍ଗୋପସାଗରରେ ପଡ଼ିଅଛି ଏହା କୂଳରେ ମେଦିନୀପୂର ନଗର ଅବସ୍ଥିତ