କହ୍ନେଇବଇଁଶି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହ୍ନେଇବଇଁଶି
ଉଚ୍ଚାରଣ: Kahneibaiñṡi
কানাইবাংশি

ଦେ. ବି —

ଏକପ୍ରକାର ଲମ୍ବା ଓ ସରୁ କାଠିଆକଦଳୀ — A species of banana.