କାଙ୍ଗାଳୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଙ୍ଗାଳୁଣୀ
ଉଚ୍ଚାରଣ: Kāṅāḻuṇī

ଦେ. ବି. ଓ ବିଣ. (ସ୍ତ୍ରୀ) —

କାଙ୍ଗାଳିନୀ (ଦେଖ) Kāṅgāḻinī (See)

ଫିଟିଯାଏ ଅଶ୍ରୁଭତ୍ସ ସହସ୍ର ଧାରାରେ ଅସମ୍ବାଳେ ହେରି ତୋର କାଙ୍ଗାଳୁଣୀ ବେଶ ଚିନ୍ତାମଣି, ବିକ୍ରମାଦିତ୍ୟ