କାନ୍ଥବାଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଥବାଡ଼
ଉଚ୍ଚାରଣ: Kānthabāṟḍ̠a

ଦେ. ବି —

୧: କାନ୍ଥସ୍ବରୁପ ବାଡ଼ ବା କାନ୍ଥରୁପୀ ବାଡ଼ — ୧. A fence used as a wall.

୨: (ସହଚର) କାନ୍ଥ ଓ ବାଡ଼ — ୨. Wall and fencing.