କାଳୀଗାଈ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳୀଗାଈ
ଉଚ୍ଚାରଣ: Kāḻīgāī

ଦେ. ବି. ସ୍ତ୍ରୀ —

କୃଷ୍ଣବର୍ଣ୍ଣା ଗାଭୀ — black coloured cow.

କାଳୀଗାଈର ଭିନେ ଗୋଠ—ଢଗ