କିଆଫୁଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଆଫୁଲ
ଉଚ୍ଚାରଣ: Kiāphula
কেয়াফুল केवड़ाकाफुल

ଦେ. ବି —

କିଆ ଗଛର ଫୁଲ — Flower of the screwpine plant.

[ଦ୍ର—ଏହା ଧଳା ଓ ଏହାର କେତକୀ ଫୁଲଠାରୁ କମ୍ ସୁବାସ]