କିଳଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଳଣି
ଉଚ୍ଚାରଣ: Kiḻaṇi

ଦେ. ବି. (ସଂ. କୀଳକ) —

କବାଟ କୀଳିବାର କାଠ ବା ଲୁହାର ଦଣ୍ଡ —Iron or wooden bar for a door.

ବାହାର କିଳଣୀ ଦେଇ କବାଟ କିଳିଲେ ସାରଳା. ମହାଭାରତ