କୀର୍ତନବାଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତନବାଲା
ଉଚ୍ଚାରଣ: Kīrtanabālā
(କୀର୍ତନବାଲୀ—ସ୍ତ୍ରୀ) কীর্তন ওধলা कीर्त्तन वाला

ଦେ. ବି. ଫୁ —

ସଂକୀର୍ତନ ଦଳର ବ୍ୟକ୍ତି; କୀର୍ତନଗାୟକ — One belonging to a party of Kīrtana chanters.

ଦେ. ବିଣ —

ସଂକୀର୍ତନ ଗାନକାରୀ —Chanting hymns.