କୀର୍ତନିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର୍ତନିଆଁ
ଉଚ୍ଚାରଣ: Kīrtaniāñ
(କୀର୍ତନୀ—ସ୍ତ୍ରୀ) কীর্ত্তনীয়া कीर्त्तमिया

ଦେ. ବି. (ସଂ. କୀର୍ତନ) —

୧: ସଂକୀର୍ତନଦଳର ବ୍ୟକ୍ତି; କୀର୍ତନଗାୟକ — ୧. One belonging to a party of Kīrtana-players.

ଦେ. ବିଣ —

ସଂକୀର୍ତନକାରୀ — Chanting hymns.