କୁଣ୍ଡାପିଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡାପିଠା
ଉଚ୍ଚାରଣ: Kuṇḍāpiṭhā

ଦେ. ବି—(ସଂ କଡ଼ଙ୍ଗର+ପିଷ୍ଟାନ) —

କାଣ୍ଡିଆ ବା ସୂକ୍ଷ୍ମ କୁଣ୍ଡାକୁ ବାଟି ଯେଉଁ ପିଠା ତିଆରି କରାଯାଏ —Cake prepared by pounding fine husks.