କୁମୁଦହାସ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମୁଦହାସ୍ୟ
ଉଚ୍ଚାରଣ: Kumudahāsya

ଦେ. ବି —

୧: ପ୍ରସ୍ପୁଟିତ କଇଁ — ୧. Full bloom water-lily.

୨: ଆନନ୍ଦ ହାସ୍ୟ — ୨. Laughter due to delight.

ବୀଚିବାହୁ—ବିନା ଚଳିତ କୁମୁଦ ରସ—ଭଞ୍ଜ. ବୈଦହୀଶବିଳାସ