କୁମ୍ଭୀନର୍କ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭୀନର୍କ
ଉଚ୍ଚାରଣ: Kumbhīnarka

ଦେ. ବି —

କୁମ୍ଭୀପାକ (ଦେଖ) Kumbhīpāka (See)

ଏ କଳିଯୁଗରେ କୁମ୍ଭୀନର୍କେ ପଡ଼ିୟିବେ—ପ୍ରାଚୀ. ବ୍ରହ୍ମନିରୂପଣଗୀତା