କୃତମାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତମାଳ
ଉଚ୍ଚାରଣ: Kṛutamāḻa

ଦେ. ବି. —

୧: ସୁନାରି (ଗଛ) (ଦେଖ) ୧. Sunāri (tree) (See)

ଦୃଷ୍ଟିକୃତ କୁସୁମିତ କୃତମାନେ କପୋତଭୁତରୁ କରି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨: ଚିତ୍ରମୃଗ —୨. The spotted antelope (M.W.)