ଜ୍ୟାମିତି

ଉଇକିଅଭିଧାନ‌ରୁ

ଜ୍ୟାମିତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଜ୍ୟା=ପୃଥିବୀ, ବୃତ୍ତଖଣ୍ଡର ଗୁଣରେଖା+ମା ଧାତୁ+ଭାବ. ତି)[ସମ୍ପାଦନା]

କ୍ଷେତ୍ରତତ୍ତ୍ୱ ବା ରେଖାଗଣିତ — Geometry.

[ଦ୍ରଷ୍ଟବ୍ୟ —ସଂସ୍କୃତ ଧାତୁପ୍ରତ୍ୟୟ ଅନୁସାରେ ଜ୍ୟାମିତି ଶବ୍ଦର ଅର୍ଥ କ୍ଷେତ୍ରତତ୍ତ୍ୱ (geometry) ନ ହୋଇ କ୍ଷେତ୍ରପରିମାଣ (Mensuration) ବା ତ୍ରିକୋଣମିତି (Trigonometry) ହେବ ଅତଏବ ଶବ୍ଦ ଇଂରାଜି ଜିଓମେଟ୍ରୀରୁ (Geometry) ଉତ୍ପନ୍ନ ବୋଲି ଅନୁମତି ହୁଏ]