ଝମ୍
ଝମ୍(ଧାତୁ) —
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ -[ସମ୍ପାଦନା]
ଭକ୍ଷଣ କରିବା — To eat.
ଝମ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]
- ୧. ବର୍ଷାର ଝଙ୍କାର ଶବ୍ଦ — ୧. Pattering sound of rain.
- ୨. ଧାତୁମୟ ପଦାର୍ଥଦ୍ୱୟ ପରସ୍ପର ବାଜିବାର ଶବ୍ଦ — ୨. Metallic clank.
ଝମଝମ ଝମଝମ ଝୁଣ୍ଟିଆ ବାଜେ ସା ଯଦା ଗଚ୍ଛତି ଗୋହିରା ଦାଣ୍ଡେ—ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୩. କୂଅର ପାଣିରେ କୌମସି ଜିନିସ ଖସି ପଡ଼ିବାର ଶବ୍ଦ — ୩. Rustling sound of water striking a thing falling into a well.
(ଯଥା—ରାତିଅଧରେ କୂଅରେ ଶୁଭଲା ଝମ୍)
- ୪. ଅଳଙ୍କାରାଦିର ଶବ୍ଦ — ୪. Tinkling sound of ornaments.
ଦେଶଜ - ବିଶେଷଣ -[ସମ୍ପାଦନା]
ବିଶେଷ ପରିମାଣରେ (ବୃଷ୍ଟି) — (raining) Cats and dogs; copious (shower).