Jump to content

ତେଜବର

ଉଇକିଅଭିଧାନ‌ରୁ

ତେଜବର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଏହି ଅର୍ଥରେ ଏହି ଶବ୍ଦ)[ସମ୍ପାଦନା]

ଯେ ତୃତୀୟ ଥର ବିବାହ କରିଅଛି — A person who has married three times in succession


ଟଙ୍କାଟା ଠିକ ହେଉଁ ହେଉଁ ବରର ବୟସ ହୋଇ ଗଲାଣି ପଚାଶ, କିମ୍ୱା ଧନବନ୍ତ ଲୋକ ଜୋଜବଲ ଓ ତେଜବର ବୟସ ଷାଠିଏ ଫକୀରମୋହନ, ଗଳ୍ପସ୍ୱଳ୍ପ