ନୁକୁସାନି

ଉଇକିଅଭିଧାନ‌ରୁ

ନୁକୁସାନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର; ମେଦିନୀପୁର; ବାଲେଶ୍ୱର)— ବୈଦେଶିକ - (ଆରବୀ - ନୁକ୍ସାନ୍)ବି[ସମ୍ପାଦନା]

୧. ଲୋକସାନ୍; ତ୍ରୁଟି; କ୍ଷତି —୧. Loss; injury.
୨. ହାନି —୨. Mischief.
୩. ବ୍ୟବସାୟରେ କ୍ଷତି —୩. Loss in business.