ବଇଣା
ବଇଣା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ବଏଣା, ବଅଣାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ବୟ୍=ବିକ୍ରୟ+ଫାରାସୀ - ପ୍ରତ୍ୟୟ)—(ଆନା)[ସମ୍ପାଦନା]
କିଣିବା ବସ୍ତୁ ନିମନ୍ତେ କ୍ରେତାର ବା ଫରମାସ ଦେବା ବ୍ୟକ୍ତିର ବିକ୍ରେତାଙ୍କୁ ଆଗତୁରା ଦେବା ମୂଲ୍ୟାଂଶ; ଅଗ୍ରିମ ମୂଲ୍ୟାଂଶ — Tender; earnest money; advance paid to a vendor.
ତେବେ ଆମକୁ ହଜାର ଟଙ୍କାଟି ବଇବା ଦେଇ ଯାଅ ଭିକାରୀ. ଯୌତୁକ