Jump to content

ବାଇ

ଉଇକିଅଭିଧାନ‌ରୁ

ବାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାୟୁ)[ସମ୍ପାଦନା]

୧. ବାୟୁ କୁପିତ ହୋଇ ଉଦର ମଧ୍ୟରେ ହେବା ବାୟୁ ରୋଗ; ବାତ ଶୂଳ —୧. A disease due to the derangement of wind in the stomach.
୨. ପେଟ ଫମ୍ପା ରୋଗ —୨. Flatulence.
୩. ଅଧୋବାୟୁ; ପାଡ଼ —୩. Wind passed through the anus.
୪. ଶ୍ୱାସ ବାୟୁ; ପ୍ରାଣ ବାୟୁ —୪. The vital air; brath.

ସ୍ତିରୀ ଚଇତ ହାଇ ମିଛ ଯାଇ କ୍ଷୟ ହୋଇଯିବା ସାଧିଲେ ବାଇ—ପ୍ରାଚୀ. ପରକେ ଗୀତା

ଅନୁବାଦ[ସମ୍ପାଦନା]

୫. (ସଂସ୍କୃତ - ବତିକ; ବାତ) ଖିଆଲ; କୌଣସି ବିଷୟରେ ମନୁଷ୍ୟ ମନରେ ଜାତ ହେବା ୭ଣିକ ବ ସ୍ଥାୟୀ ଯିଗର; ହପ୍ପା —୫. Whim; caprice; a fit of desire which at times overpowers a person; craze; fad; hobby.
୬. ବାତୁଳତା —୬. Fit of madness.

ଅନୁବାଦ[ସମ୍ପାଦନା]

୭. (ପୁଂ ଓ ସ୍ତ୍ରୀ) ବାତୁଳ ବ୍ୟକ୍ତି — ୭. Mad person; a mad cap.


୮. ରାଜପୁତାନା, ମହାରାଷ୍ଟ୍ର ଅଞ୍ଚଳ ଓ ବମ୍ୱେରେ କ୍ଷତ୍ରିୟ ଓ ବୈଶ୍ୟ ଭଦ୍ର ମହିଳାମାନଙ୍କର ଉପାଧି ବିଶେଷ —୮. A title attached to the name of ladies in Bombay correspondinmg to 'Lady' or 'Madam'.
୯. ବେଶ୍ୟା ଓ ନର୍ତ୍ତକୀମାନଙ୍କର ଉପାଧି — ୯. A title of prostitutes and dancing girls.
୧. ଭଉଣୀ —୧୦. Sister.
୧୧. ଅଳ୍ପବୟସ୍କା ବାଳିକାକୁ ଓ କନ୍ୟାସ୍ଥାନୀୟା ସ୍ତ୍ରୀଙ୍କୁ ଗୁରୁଜନଙ୍କର ସ୍ନେହ ସମ୍ୱୋଧନ —୧୧. An address of endearment to girls or to woman in the position of a daughter by elders.
୧୨. ପୁରୁଷ ଓ ସ୍ତ୍ରୀମାନଙ୍କୁ ଦିଆଯିବା ନାମ —୧୨. A name given to makes and females.

ଅନୁବାଦ[ସମ୍ପାଦନା]

୧୩. ନର୍ତ୍ତକୀ —୧୩. Dancing girl.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଉନ୍ନତ୍ତ; ବାତୁଳ; ବାୟା —୧. Maddened; mad.

ଧୃତରଷ୍ଟ୍ରଙ୍କ ସୁତେ ହେଲେ ଗର୍ବେ ବାଇ—କୃଷ୍ଣସିଂହ. ମହାଭାରତ. ବନ

୨. କୌଣସି ବିଷୟ ପ୍ରତି ଅତି ଆସକ୍ତ —୨. Much addicted to a thing; gone mad after a person or thing or after a hobby.
୩. ବିବେଚନା ଶୂନ୍ୟ —୩. Thoughtless; inconsiderate; devoid of judgement.

ରାଜା ହେଲ ବାଇ କି? କନିକା ଗାଈ ବତର ପଡ଼ଲେ କୁଳଙ୍ଗ ଷଣ୍ଢକୁ ପାଇକି?—ଢ଼ଗ

ପ୍ରାଦେଶିକ -[ସମ୍ପାଦନା]

୧. (ସମ୍ୱଲପୁର ଓ ଗଡ଼ଜାତ) ବି—ବଡ଼ ଭଉଣୀ — ୧. Elder sister.
୨. (ବାଲେଶ୍ୱର) ବି—ଘରଚଟିଆ ଚଢ଼େଇ —୨. Sparrow.