ଭକୁ
ଭକୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଭକୁ
|
(ଭକୁଆ—ଅନ୍ୟରୂପ)
[ଭକେ (କୋ)ଈ—ସ୍ତ୍ରୀ]
ଦେଶଜ - ବିଶେଷଣ - ଓ ବି— (ସଂସ୍କୃତ - ଭେକ)[ସମ୍ପାଦନା]
- ୧. ବକା; ବଗା; ବୋକା; ଓଲୁ; ନିର୍ବୋଧ —Foolish; a fool; a simple ton.
- ୨. ହତବୁଦ୍ଧି; କିଂକର୍ତ୍ତବ୍ୟ— ବିମୁଢ଼ —୨. Dumb-founded; bewildered; nonplussed.
- ୩. ମୁର୍ଖ —୩. Ignorant; an ignoramus.
ଭକୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଭକୁଆ—ଅନ୍ୟରୂପ)
ବୈଦେଶିକ - (ଆ) ବିଣ— [ସଂସ୍କୃତ - ଭକ୍ତବତ୍ (ନିଷ୍ପନ୍ଦ)[ସମ୍ପାଦନା]
- ୧. ଓଲୁ ; ବୁଦ୍ଧିହୀନ —୧. Stupid.
- ୨. କିଂକର୍ତ୍ତବ୍ୟବିମୂଢ଼ —୨. Bewildered; dumb- founded.
[ଉ— ବ୍ୟର୍ଥରେ ତୁମ୍ଭେ ମର ନାହିଁ—ଭକୁଆ ହୋଇ ଲଡ଼ୁ ବୋଲିବା ମାତ୍ରକେ ଭୋକ ଯାଏ ନାହିଁ ତୁଳସୀ. ବିଚିତ୍ର ରାମାୟଣ. ଆଦି]