ମଖସା
ମଖସା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ପ୍ରାଦେ—(ଗଞ୍ଜାମ) ବୈଦେଶିକ - ବିଶେଷ୍ୟ - (ଫ. ମଖାସା)[ସମ୍ପାଦନା]
ପୁରସ୍କାରରୂପେ ପ୍ରଦତ୍ତ ଯାଗିରି —Jagir land granted as a reward for services rendered.
- ୧. (ଗଞ୍ଜାମ, ଜୟପୁର) ବି— ରାଜକାର୍ଯ୍ୟ କରିବା ପାଇଁ ବ୍ୟକ୍ତିବିଶେଷଙ୍କୁ ଅଳ୍ପ ଖଜଣାରେ ଯେଉଁ ଜାଗିରି ଦିଆଯାଏ —୧. Jaigirs granted to publice servants on quit-rent for rendering service.